ତୁ କାକରର ବିନ୍ଦୁ
ତୁ ପୂର୍ଣ୍ଣିମାର ଇନ୍ଦୁ
ମୋ ପ୍ରେମରେ ତୁ ଏମିତି କହ କାଇଁ ଦାଉ ସାଧୁ?
ତୁ କାକରର ବିନ୍ଦୁ
ତୁ ପୂର୍ଣ୍ଣିମାର ଇନ୍ଦୁ
ମୋ ପ୍ରେମରେ ତୁ ଏମିତି କହ କାଇଁ ଦାଉ ସାଧୁ?
ଖାପ ଛଡ଼ା କାଇଁ ଏତେ ଦଉଛୁ?
ଜଳେଇକି ମୋତେ ମଜା ନଉଛୁ
ଇଶାରାରେ ଭାବ୍ କେତେ ନଚଉଛୁ?
ନୂଆ କରି ଏବେ ଏବେ ଉଡ଼ୁଛୁ
ବୟସର ଡେଣା ତୋର ଝାଡ଼ୁଛୁ
ଋତୁ ପରି କାଇଁ ଭାରି ବଦଳୁଛୁ?
ଅଡ଼ୁଆ ସୁତାରେ କାଇଁ ମୋତେ ଛନ୍ଦୁ? ଛନ୍ଦୁ
ଓଃ ମଧୁ, ମଧୁ, ମଧୁ
ତୁ କଲୁ କି ଯାଦୁ?
ତୁ ବନିଯା ମୋ କୂଳବଧୁ
ଓଃ ମଧୁ, ମଧୁ, ମଧୁ
ତୁ କଲୁ କି ଯାଦୁ?
ତୁ ବନିଯା ମୋ କୂଳବଧୁ
ଛୋଟମୋଟ ନୁହଁ ପ୍ରେମ ନିଶା
କେତେଦିନ ଗଲେ ଆଉ ବୁଝିବୁ ତୁ କହ?
ଫେରେଇ ନେନି ମୁହଁ
ନୀଳ ଆଖି ତୋ ଭସାଭସା
ଦୁନିଆରେ ତୋ ପରି କେହିବି ତ ନୁହଁ
ସମ୍ଭାଳି ଟିକିଏ ରହ
ଆ କହିଦେଇ ଲୁଚିଯାଉଛୁ
ନିଜ ସାଥେ ନିଜେ ଗପିହଉଛୁ
ନାଁ ଧରି ଡ଼ାକିଦେଲେ ଚମକୁଛୁ
ଟିକେ ଚାଲି ପୁଣି ବେଶୀ ଝୁଣ୍ଟୁଛୁ
ଖୁସି ରହି ଖୁସି କେତେ ବାଣ୍ଟୁଛୁ
ବଉଳର ଋତୁ ପରି ମହକୁଛୁ
ଅଡ଼ୁଆ ସୁତାରେ କାଇଁ ମୋତେ ଛନ୍ଦୁ? ଛନ୍ଦୁ
ଓଃ ମଧୁ, ମଧୁ, ମଧୁ
ତୁ କଲୁ କି ଯାଦୁ?
ତୁ ବନିଯା ମୋ କୂଳବଧୁ
ଓଃ ମଧୁ, ମଧୁ, ମଧୁ
ତୁ କଲୁ କି ଯାଦୁ?
ତୁ ବନିଯା ମୋ କୂଳବଧୁ
ଟଣାଟଣା ତୋ ଆଖିର ଭାଷା
ବୁଝିବାକୁ ବାକି ନାହିଁ ମୋର ତ ଆଉ
ତଥାପି ଦୁରେଇ ରହୁ
କେତେ ଆଉ ଦବୁ ମୋତେ ଆଶା?
ଭଣ୍ଡେଇ ହଁ କହିଦେରେ କଣ ତୁ ପାଉ
ମନରେ ନିଆଁ ଲଗାଉ
ତୁନି ଓଠରେ ତୁ କେତେ ଗପୁଛୁ?
ଖୋଲା ଆଖିରେ ତୁ ସ୍ବପ୍ନ ଦେଖୁଛୁ
ହୀରା ପରି ସୁନା-ଘରି ଝଟକୁଛୁ
ଆଜିକାଲି ସାରା ରାତି ଚେଉଁଛୁ
ଅଳ୍ପ ହସି ବେଶୀ ମନ ମହୁଛୁ
ଚୁନା ଚୁନା ମେଘ ପରି ବରଷୁଛୁ
ଅଡ଼ୁଆ ସୁତାରେ କାଇଁ ଛନ୍ଦୁ? ଛନ୍ଦୁ, ଛନ୍ଦୁ
ଓଃ ମଧୁ, ମଧୁ, ମଧୁ
ତୁ କଲୁ କି ଯାଦୁ?
ତୁ ବନିଯା ମୋ କୂଳବଧୁ
ଓଃ ମଧୁ, ମଧୁ, ମଧୁ
ତୁ କଲୁ କି ଯାଦୁ?
ତୁ ବନିଯା ମୋ କୂଳବଧୁ





