ନିରୀହ ନିରବ ତୋ ଆଖି ମତେ ଧରିଦେଲା ରେ
ନିଜକୁ ଭୁଲିଲି, ହେଲି ବାନ୍ଧି ନଜର ଫାସରେ
ନିରୀହ ନିରବ ତୋ ଆଖି ମତେ ଧରିଦେଲା ରେ
ନିଜକୁ ଭୁଲିଲି, ହେଲି ବାନ୍ଧି ନଜର ଫାସରେ
ତତେ ଛୁଇଁକି ଏ ପବନ ମତେ ଛୁଇଁଦେଲା ରେ
ତୁନି ଓଠରେ ସବୁ କହିଲୁ ପଲକ ଫାଙ୍କରେ
इश्क़ ମଲମ ଦେଲୁ ଲଗେଇ ଦରଦି ଛାତିରେ
କିଛି ନଶୁଣି ସବୁ ବୁଝିଲି ପ୍ରଥମ ପ୍ରେମରେ
ଓ, ତୋ इश्क़ ରେ, ଓ, ତୋ इश्क़ ରେ
ଓ, ତୋ इश्क़ ରେ, ତୋ इश्क़ ରେ
ଓ, ତୋ इश्क़ ରେ, ଓ, ତୋ इश्क़ ରେ
ଓ, ତୋ इश्क़ ରେ, ତୋ इश्क़ ରେ
ନିଆଁ ଲଗାଏ ମନେ ତୋ ମିଠା ଚାହାଣି
ପ୍ରତି ମୁହୂର୍ତ୍ତ ହୁଏ ଗୋଟେ ନୂଆ କାହାଣୀ
ରଙ୍ଗ ଫିଟେ କାହିଁକି ଆଜି ବିନା ଫଗୁ ରେ
ପାଦ ଉଠି ନାଚୁଛି ତୋ ପ୍ରେମ ଛନ୍ଦରେ
इश्क़ ରେ, इश्क़ ରେ, ଏ इश्क़ ରେ
ଥମି ଯାଉଛି ସମୟ ଥିଲେ ତୁ ମୋ ପାଖରେ
ଭିଜିଗଲାଣି ହୃଦୟ ଆଜି ତୋ इश्क़ ବର୍ଷାରେ
ଓ, ତୋ इश्क़ ରେ, ଓ, ତୋ इश्क़ ରେ
ଓ, ତୋ इश्क़ ରେ, ତୋ इश्क़ ରେ
ଓ, ତୋ इश्क़ ରେ, ଓ, ତୋ इश्क़ ରେ
ଓ, ତୋ इश्क़ ରେ, ତୋ इश्क़ ରେ
ସାରା ଜୀବନେ ମୋର ତୁ ରଙ୍ଗ ପସରା
ଝାଞ୍ଜି ଖରା ବେଳରେ ତୁ ମେଘ ଅସରା
ପାଗ ବଦଳିଗଲା ତୁ ଆସିଲା ପରେ
ପ୍ରେମ ମହୁ ଝରିଲା ତୋ ଅଳ୍ପ ଛୁଆଁରେ
इश्क़ ରେ, इश्क़ ରେ, ଏ इश्क़ ରେ
ନୁଆଁ ଦୁନିଆଁ ଆଣିଦେଲୁ ତୁ, ଥିଲି ମିଛ ଭିଡରେ
ଭୁଲିଗଲି ମୁଁ ନିଜେ ନିଜକୁ ତୋ ଓଠ ଛୁଆଁରେ
ଓ, ତୋ इश्क़ ରେ, ଓ, ତୋ इश्क़ ରେ
ଓ, ତୋ इश्क़ ରେ, ତୋ इश्क़ ରେ
ଓ, ତୋ इश्क़ ରେ, ଓ, ତୋ इश्क़ ରେ
ଓ, ତୋ इश्क़ ରେ, ତୋ इश्क़ ରେ





