SINGER : ANURADHA PAUDWAL
MUSIC DIRECTOR : SAROJ NANDA
LYRICIST : SIRSHANANDA KANUNGO
କେରି କେରି ସୁନା ଦୁବ ଲୋ ସଜନୀ,
କେରି କେରି ସୁନା ଦୁବ
କେରି କେରି ସୁନା ଦୁବ ଲୋ ସଜନୀ
କେରି କେରି ସୁନା ଦୁବ
ଶ୍ରୀ ଜଗନ୍ନାଥଙ୍କୁ ସୁମରଣ କଲେ
ଶ୍ରୀ ଜଗନ୍ନାଥଙ୍କୁ ସୁମରଣ କଲେ
ସବୁ ଅନୁକୂଳ ହୁଏ ସୁଭ
କେରି କେରି ସୁନା ଦୁବ ଲୋ ସଜନୀ,
କେରି କେରି ସୁନା ଦୁବ
କେରି କେରି ସୁନା ଦୁବ ଲୋ ସଜନୀ
କେରି କେରି ସୁନା ଦୁବ
ବଡ ଅନୁଭବୀ ଠାକୁର ସିଏ ଲୋ
କଥା ପଚାରିଲେ ଉତ୍ତର ଦିଏ ଲୋ
ବଡ ଅନୁଭବୀ ଠାକୁର ସିଏ ଲୋ
କଥା ପଚାରିଲେ ଉତ୍ତର ଦିଏ ଲୋ
ତା ମହିମା କଥା ଜାଣେ ତ ଜଗତ
ସେ ଲାଗି ପରା ସେ ଜଗତର ନାଥ
ଦେଖି ଦେଖି ବଢେ ଲୋଭ ଲୋ ସଜନୀ
ଦେଖି ଦେଖି ବଢେ ଲୋଭ
ଦେଖି ଦେଖି ବଢେ ଲୋଭ ଲୋ ସଜନୀ
ଦେଖି ଦେଖି ବଢେ ଲୋଭ
କଳା ଶ୍ରୀମୁଖ ମୋ ଆଖିର ପଲକ
କଳା ଶ୍ରୀମୁଖ ମୋ ଆଖିର ପଲକ
ତା ପରି କିଏ ସେ ଆଉ ହେବ
କେରି କେରି ସୁନା ଦୁବ ଲୋ ସଜନୀ,
କେରି କେରି ସୁନା ଦୁବ
ନୀଳାଚଳ ଧାମେ ଦେଉଳ ତାର ଲୋ
ଭକତଙ୍କୁ ଟାଣେ ତାହାରି ଡୋର ଲୋ
ନୀଳାଚଳ ଧାମେ ଦେଉଳ ତାର ଲୋ
ଭକତଙ୍କୁ ଟାଣେ ତାହାରି ଡୋର ଲୋ
ଆପଦେ ବିପଦେ ହୁଏ ସେ ସାହା ତ
ରତନ ବେଦିରୁ ବଢାଇ ତା ହାତ
ଡାକି ଡାକି ବୁଝେ ଦୁଃଖ ଲୋ ସଜନୀ
ଡାକି ଡାକି ବୁଝେ ଦୁଃଖ
ଡାକି ଡାକି ବୁଝେ ଦୁଃଖ ଲୋ ସଜନୀ
ଡାକି ଡାକି ବୁଝେ ଦୁଃଖ
ଭାବ ବିନୋଦିଆ ଠାକୁର ସିଏ ଲୋ
ଭାବ ବିନୋଦିଆ ଠାକୁର ସିଏ ଲୋ
ଭକତ ଟି ତାର ବଡ ଭାବ
କେରି କେରି ସୁନା ଦୁବ ଲୋ ସଜନୀ,
କେରି କେରି ସୁନା ଦୁବ
କେରି କେରି ସୁନା ଦୁବ ଲୋ ସଜନୀ
କେରି କେରି ସୁନା ଦୁବ
ଶ୍ରୀ ଜଗନ୍ନାଥଙ୍କୁ ସୁମରଣ କଲେ
ଶ୍ରୀ ଜଗନ୍ନାଥଙ୍କୁ ସୁମରଣ କଲେ
ସବୁ ଅନୁକୂଳ ହୁଏ ସୁଭ
କେରି କେରି ସୁନା ଦୁବ ଲୋ ସଜନୀ
କେରି କେରି ସୁନା ଦୁବ
କେରି କେରି ସୁନା ଦୁବଲୋ ସଜନୀ
କେରି କେରି ସୁନା ଦୁବ
କେରି କେରି ସୁନା ଦୁବ ଲୋ ସଜନୀ
କେରି କେରି ସୁନା ଦୁବ





