Sajana by E=mc, Tej Konkiawala Gill
320kbps Ultra HD
Official AudioFree MP3 Downloadpunjabi

Sajana MP3 Download

By E=mc, Tej Konkiawala Gill•Album: Fauj
5:20
~12.5 MB
320 kbps MP3
2008
100% Free & Safe • High-Speed Direct Download • ID3 Tagged

Sajana — Lyrics

Synchronized karaoke lyrics with audio tracking

ମା ଲୋ ମା, ମା ଲୋ ମା

ଏ ମଣିଷ ଜୀବନ ଟେନସନିଆ

ମା ଲୋ ମା, ମା ଲୋ ମା

ଏ ମଣିଷ ଜୀବନ ଟେନସନିଆ

ଆରେ ବାଟରେ ଗଲେ ଗାଡି ଧକ୍କା, ପ୍ରେମ କଲେ ଧୋକା

ରାତିରେ ମଶା ଫୋଡି ପକାନ୍ତି ପାଇଲେ ଟିକେ ଫାଙ୍କା

ଆରେ, କେମିତି ଏଠି ଚଳିବି କହ ମୋ ମା

ଆଲୋ, କେମିତି ଏଠି ଚଳିବି ମୋର ବାଜିଗଲାଣି ହାରମାନିଆ

ମା ଲୋ ମା, ମା ଲୋ ମା

ଏ ମଣିଷ ଜୀବନ ଟେନସନିଆ

ଏ ମଣିଷ ଜୀବନ ଟେନସନିଆ

କରିଥିଲେ ମା ତୁ କରିଥାନ୍ତୁ ବିଲାତି କୁକୁର

Fooding, lodging free ମିଳନ୍ତା, ମିଳନ୍ତା a.c. ଘର

ଆଲୋ, କରିଥିଲେ ମା ତୁ କରିଥାନ୍ତୁ ବିଲାତି କୁକୁର

Fooding, lodging free ମିଳନ୍ତା, ମିଳନ୍ତା a.c. ଘର

ମାଲିକାଣିର ଷୋଡଶୀ ଝିଅ କୋଳରେ ମତେ ଧରି

Car ଚଢି ବୁଲୁଥାନ୍ତା ଗେଲ କରି କରି

ଆରେ ଦାନା ପାଇଁ ଚିନ୍ତା ଏଠି, କନା ପାଇଁ ଚିନ୍ତା

ଚିନ୍ତା କରି ମୁଣ୍ଡ ବିନ୍ଧିଲେ ଔଷଧ ପାଇଁ ଚିନ୍ତା

କାହାକୁ ଏଠି ଭରସା କହ ମୋ ମା

ଆଲୋ, କାହାକୁ ଏଠି ଭରସା, ଯେତେ ଭାବ दोस्ती ଦୁଇ ଦିନିଆ

ମା ଲୋ ମା, ମା ଲୋ ମା

ଏ ମଣିଷ ଜୀବନ ଟେନସନିଆ

ଏ ମଣିଷ ଜୀବନ ଟେନସନିଆ

କରିଥିଲେ ମା କରିଥାନ୍ତୁ ମତେ ନାଗସାପ

ମୋରି ପାଇଁ ବିଧାନସଭା ହୁଅନ୍ତା କମ୍ପକମ୍ପ

ଆଲୋ, କରିଥିଲେ ମା କରିଥାନ୍ତୁ ମତେ ନାଗସାପ

ମୋରି ପାଇଁ ବିଧାନସଭା ହୁଅନ୍ତା କମ୍ପକମ୍ପ

ବାବା କଲେ ମା କରିଥାନ୍ତୁ octopus ବାବା

ଝିଅ case ରେ ପଡି ମା ଗୋ ଖାଆନ୍ତି ନାହିଁ ଖୋବା

ଆରେ ପଶୁ ପକ୍ଷୀଙ୍କୁ ମାଇଲେ ମା କଡା ଆଇନ ଅଛି

ମଣିଷ ଏଠି ମରୁଛି daily ହେଇ ପୋକ ମାଛି

କେଡେ ମହାନ ଆମରି ଦେଶ ମୋ ମା

ଆରେ କେଡେ ମହାନ ଦେଶ, ଏଠି ୧୦୦ ରୁ ୯୦ ବେଇମାନିଆ

ମା ଲୋ ମା, ମା ଲୋ ମା

ଏ ମଣିଷ ଜୀବନ ଟେନସନିଆ

ଏ ମଣିଷ ଜୀବନ ଟେନସନିଆ

କରିଥିଲେ ମା କରିଥାନ୍ତୁ ମତେ ବୁଲା ଷଣ୍ଢ

ଦୋକାନେ ବଜାରେ ବଟି ପାଇକି ହୁଅନ୍ତି ଲଣ୍ଡଫଣ୍ଡ

ଆଲୋ, କରିଥିଲେ ମା କରିଥାନ୍ତୁ ମତେ ବୁଲା ଷଣ୍ଢ

ଦୋକାନେ ବଜାରେ ବଟି ପାଇକି ହୁଅନ୍ତି ଲଣ୍ଡଫଣ୍ଡ

ଗଧ ଖଟଣି ଖଟି-ଖଟି ମା ରାତି ଦିନ ମରେ

Pocket ରେ ମା ମାଲ୍ ନଥିଲେ ଘରଣୀ ନାଥ ମାରେ

ଆହା, ପୁଅ ଝିଅଙ୍କୁ ପାଳି ପୋଷି ମା ପଢେଇଲି english

ଝିଅଟା ତ ମା ଫେରାର୍ ହେଲା, ପୁଅ ପିଉଛି ଦେଶୀ

ବୁଢା କାଳକୁ tension ମା, ମୋ ମା

ଆହା, ବୁଢା କାଳକୁ tension ମା, କିଏ ଦେବ ମୋ ମୁହଁରେ ନିଆଁ?

ମା ଲୋ ମା, ମା ଲୋ ମା

ଏ ମଣିଷ ଜୀବନ ଟେନସନିଆ

ଏ ମଣିଷ ଜୀବନ ଟେନସନିଆ

ଏ ମଣିଷ ଜୀବନ ଟେନସନିଆ

About "Sajana" MP3 Song

Experience and download Sajana MP3 song by talented artist E=mc, Tej Konkiawala Gill. Featured on the hit album Fauj, this track features acoustic studio production, rich stereo sound staging, and heartfelt lyrical expression.

With Harmony Music, you get direct access to original 320kbps Ultra HD audio without promotional interruptions, audio compression degradation, or subscription paywalls. Whether you want to stream online with synchronized real-time karaoke lyrics or save the audio file for offline listening on mobile, car, or desktop, Harmony delivers an unmatched listening experience.

How to Download Sajana in 4 Easy Steps

  1. Click the green "Download MP3 (320kbps)" button above.
  2. Our high-speed media server fetches the genuine 320kbps studio master stream.
  3. Cover artwork, title, artist, and album tags are automatically injected into the MP3 file.
  4. Open the file from your Downloads folder in Apple Music, Samsung Music, Spotify local files, or VLC.

320kbps vs Standard Audio

Harmony Ultra HD (320 kbps)

Full 20Hz - 20kHz frequency response. Crystal clear vocals and punchy sub-bass.

Standard Streaming (128 kbps)

Heavy compression artifacts, muffled high frequencies, and flattened soundstage.

Device Compatibility

iPhone / iOSAndroidWindows PCMacCarPlay / Auto

Frequently Asked Questions (FAQ)

How can I download "Sajana" MP3 song for free?

Simply click the green "Download MP3 (320kbps)" button above. The download will start automatically, saving the high-quality audio file with embedded metadata and artwork directly to your phone, tablet, or computer.

Is the audio quality in full 320kbps?

Yes, Harmony delivers original studio-quality 320kbps audio files without compression loss or ads.

Can I listen to this song offline?

Once downloaded, the MP3 file is stored on your device and can be played anytime using any music player app, even without an active internet connection.

Are synchronized lyrics available for Sajana?

Yes! Click "Play Online" to open the full-screen synchronized karaoke view where lyrics scroll line-by-line in real time as the song plays.

More Songs by E=mc, Tej Konkiawala Gill

Discover more trending tracks and popular releases

View all
Baliyee artwork

Baliyee

E=mc, Tej Konkiawala Gill

Naare artwork

Naare

E=mc, Tej Konkiawala Gill

Sajana artwork

Sajana

E=mc, Tej Konkiawala Gill

Naare artwork

Naare

E=mc, Tej Konkiawala Gill

Baliyee artwork

Baliyee

E=mc, Tej Konkiawala Gill