ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ତୁ ଥରେ ଡ଼ାକିଦେଲେ ରାଧା
ତାକୁ ଲାଗେ ନୂଆ ଏକ ନିନ୍ଦା
ତୁ ଥରେ ଡ଼ାକିଦେଲେ ରାଧା
ତାକୁ ଲାଗେ ନୂଆ ଏକ ନିନ୍ଦା
କାହ୍ନା ନିନ୍ଦାର ନିଆଁରେ ଆଉ ଜଳାନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀର ସାତ ସୁର, ତୁ ଗଲୁ କି ସବୁ ଭୁଲି?
ବାଜିଲେ ଯେଉଁ ସୁରେ ଶୁଭୁଛି ରାଧା ଖାଲି
ବଂଶୀର ସାତ ସୁର, ତୁ ଗଲୁ କି ସବୁ ଭୁଲି?
ବାଜିଲେ ଯେଉଁ ସୁରେ ଶୁଭୁଛି ରାଧା ଖାଲି
ତୋତେ ଆଉ କା ନା' କି ଡାକିବା ମନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ଗୋପରେ ଏତେ ଗୋପୀ ତୋ ପ୍ରେମରେ ହେଲେ ବାଇ
ଯେତେକ ନିନ୍ଦା ସବୁ କେବଳ ରାଧା ପାଇଁ
ଗୋପରେ ଏତେ ଗୋପୀ ତୋ ପ୍ରେମରେ ହେଲେ ବାଇ
ଯେତେକ ନିନ୍ଦା ସବୁ କେବଳ ରାଧା ପାଇଁ
ତୋର ହୃଦୟ ନାହିଁ କି କାଳିଆ ସୁନା?
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ତୁ ଥରେ ଡ଼ାକିଦେଲେ ରାଧା
ତାକୁ ଲାଗେ ନୂଆ ଏକ ନିନ୍ଦା
ତୁ ଥରେ ଡ଼ାକିଦେଲେ ରାଧା
ତାକୁ ଲାଗେ ନୂଆ ଏକ ନିନ୍ଦା
କାହ୍ନା ନିନ୍ଦାର ନିଆଁରେ ଆଉ ଜଳାନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା




